Mu Odia Au Tame

ନମସ୍କାର । ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ତଥା ସାମାଜିକ ମଞ୍ଚ "ଫେସ୍ ବୁକ୍" ର ବନ୍ଧୁ ଏବଂ ସଦସ୍ୟଗଣ ମାନଙ୍କୁ ଆମ୍ଭର ସାଦର ଅଭିନନ୍ଦନ ।

ଶାନ୍ତ ସ୍ନିଗ୍ଧ କମନୀୟ ଅପରୂପା ଓ ପ୍ରକୃତି ର ଗନ୍ତାଘର । ସମୁଦ୍ରର ଉତ୍ତୁଙ୍ଗ ଲହରୀମାଳା ଯା’ର ଚରଣ ସ୍ପର୍ଶ କରି ପାଆନ୍ତି ଅନନ୍ତ ତୃପ୍ତି । ପ୍ରାକୃତିକ ଖଣିଜ ସମ୍ପତ୍ତି, ଶିଳ୍ପକଳା ଓ ଭାସ୍କର୍ଯ୍ୟରେ ଯା’ର ତନୁଶ୍ରୀ ଖଚିତ । ନୃତ୍ୟ, ବାଦ୍ୟ ଓ ଲୋକଗୀତିରେ ଯା’ର ଗଗନ ପବନ ପ୍ରକମ୍ପିତ । ପ୍ରାଚୁର୍ଯ୍ୟମୟ ଇତିହାସ, ସାହିତ୍ୟ ଓ ଲୋକକଥାରେ ଯା’ର ସାମାଜିକ ଜୀବନ ଓତଃପ୍ରୋତ । ହ୍ରଦ, ନଦୀ, ବନ ଓ ଝରଣାର କୁଳୁକୁଳୁ ନାଦରେ ଯା’ର ଗାଁ ଗହଳି ର ଜୀବନସ୍ରୋତ ମୁଖରିତ । ଭୁବନେଶ୍ୱର ଏବଂ ଜଗନ୍ନାଥଙ୍କ କ୍ଷେତ୍ର ଯା’ର ଜନମାନସ କୁ ଶକ୍ତି ଓ ଭକ୍ତି ରେ ଅନୁପ୍ରାଣିତ କରିଆସିଛନ୍ତି । ସର୍ବୋପରି ଧର୍ମ, କର୍ମ ତଥା ସଂସ୍କାର ଓ ସଂସ୍କୃତି ଯାର କୋଣ ଓ ଅନୁକୋଣ ରେ ପ୍ରବାହିତ ହୋଇ କେଉଁ ଆବହମାନ କାଳରୁ ଓଡ଼ିଆ ମନ, ପ୍ରାଣ ଓ ଆତ୍ମା କୁ ପ୍ରଫୁଲ୍ଲ ଓ ସତେଜ କରି ରଖିଛି ।
ସେଇ ଗୌରବମୟୀ ଜନ୍ମଭୂମି ର ଆମେ ଗର୍ବିତ ସନ୍ତାନ ।

ଦୟାକରି ମନେ ରଖନ୍ତୁ ଆମ ଭାଇ ଓ ଭଉଣୀମାନେ :-
main point -: ଗୋଟିଏ ଫଟୋ କୁ ଆଉଥରେ ଛାଡିଵେ ନାହିଁ ।
୧- ନିଜର ଓ ସାଙ୍ଗସାଥୀ ଫଟୋ ଛାଡି ପାରିବେ ନାହିଁ ।
୨- ଅଶୁଦ୍ଧ ଓ ଅଶୀଳ ଭାଷାର ଫଟୋ.କମେନୃ. କରି ପାରିବେ ନାହିଁ ।
୩ - ଗୋଟିଏ ଦିନରେ ଜଣେ ସଦସ୍ୟ ୩ରୁ ଅଧିକ ଫଟୋ ଛାଡ଼ି ପାରିବ ନାହିଁ ।
୪- ଆମର ଲକ୍ଷ୍ୟ ୧ ଲକ୍ଷ ସଦସ୍ୟ ପୂରଣ କରିବା .
୫- ଓଡିଶାକୁ ନେଇ ହସ,ଲୁହ଼ ,ରାଗ, କାବ୍ୟ, କଥା ,କାରଣ, କବିତା, କାହିଁକି ,କାମ ,କବି, ପ୍ରକାଶ, ପ୍ରେମ, ରାଜା, ରୂପ, ରକ୍ଷା, ରାଜନୀତି, ପୁରସ୍କାର, ପ୍ରଶ୍ନ ,ପରୀକ୍ଷା, ପ୍ରଦାନ, ପ୍ରସ୍ତୁତ, ପାଠ ,ପାଣି ,ପଵନ, ଗଳ୍ପ, ଗାଁ, ଗୀତ, ଗୁରୁ, ଗୀତା, ଗତି ,ଗୁଣ, ଗଭୀର ,ଗରିବ ,ଗୌରବ ,ତିଆରି, ଟଙ୍କା ,ଟିକେଟ ,ଚଳଚ୍ଚିତ୍ର ,ଚନ୍ଦ୍ର ,ଚିଠି, ଚିନ୍ତା ,ଚୁପ୍ ,ଚିତ୍ର ,ଚାଉଳ ,ଚୋରି ,ଚରିତ୍ର ,ଚାକିରି ,ଚେତନା ,ମାଆ ,ମନ ,ମୁଖ୍ୟ ,ମନ୍ଦିର ,ମତାମତ ,ମସିହା ,ସମୟ ,ସାହିତ୍ୟ ,ସୁନ୍ଦର ,ସୃଷ୍ଟି ,ସଙ୍ଗୀତ ,ସମ୍ମାନ ,ସରକାର ,ସ୍ମୃତି ,ସୁଖ ,ସାମାଜିକ ,ଯୋଜନା ,ଯାତ୍ରା ,ଯୁଦ୍ଧ ,ଲୁହ ,ଲେଖକ, ଲକ୍ଷ ,ଲିପି ,ନାରୀ ,ନୃତ୍ୟ ,ନିମିତ୍ତ ,ନିର୍ବାଚନ ,ନେତା ,ଡାହୁକ ,ଧକ୍କା ,ଧର୍ମ ,ଧନ୍ୟବାଦ ,ଧାର୍ମିକ ,ଖାଦ୍ୟ ,ଖଟି ,ଫୁଲ ,ଫଳ ,ଫିଲ୍ମ ,ଫଗୁଣ ,ଫସଲ ,ଫ୍ୟାସନ ,ଝରଣା ,ବାପା ,ବ୍ୟବସ୍ଥା ,ଇତିହାସ ,ଇଚ୍ଛା ,ଟିକେଟ, ଏସବୁକୁ ନେଇ ଫଟୋ ଛାଡ଼ି ପାରିବେ ।
୬- କୌଣସି page / group / website link post କିମ୍ବା comt କରି ପାରିବେ ନାହିଁ ।
୭- ଏଥି hi hello how r u good morning good afternoon good night thank welcome post କରି ପାରିବେ ନାହିଁ ।
୮- add me friends post / cmt କରି ପାରିବେ ନାହିଁ ।

ଅନୁରୋଧ ଏସବୁ ପ୍ରତି ଧାନ ଦେବେ.

ନ ଦେଲେ ଆମେ groupରୁ block କରିବାକୁ ବାଧ୍ୟ ✗

ଜୟ ଓଡ଼ିଆ ଓଡିଶା ଜଗନ୍ନାଥ ॐ
Group rules please follow otherwise u block from group
0- don't post good morning, good night, good afternoon, thanx, add me friend, these are now common post.
1- don't add bad picture
2- don't add repeat picture again
3- don't cmt bad
4- don't paste any group/page/website link
5- don't cmt add me
6- don't blame any member
7- each member equal facility
8- group target 1 lakhs members
9- any member can post related to odisha topics
10- any problems or questions or solutions contract me
11- don't post personal/ own picture